https://kanaknews.com/breakingnews/%e0%ac%a8%e0%ac%ac%e0%ac%b0%e0%ac%99%e0%ad%8d%e0%ac%97%e0%ac%aa%e0%ad%81%e0%ac%b0-%e0%ac%aa%e0%ad%8b%e0%ac%b2-%e0%ac%ad%e0%ad%81%e0%ac%b8%e0%ad%81%e0%ad%9c%e0%ac%bf%e0%ac%ac%e0%ac%be-%e0%ac%98/
ନବରଙ୍ଗପୁର ପୋଲ ଭୁସୁଡ଼ିବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡ଼ିଓ ଅସିତ୍ ପାତ୍ର ଗିରଫ । ଗତ ୧୦ ତାରିଖରେ ଉମରକୋଟ ତାଲାପଦରରେ ଭୁସୁଡ଼ିଥିଲା ପୋଲ ।